Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଫରେଷ୍ଟର ଭାଗବତ ଭୂଷଣ ବେହେରା l

ଭିଜିଲାନ୍ସ ଜାଲରେ ଫରେଷ୍ଟର ଭାଗବତ ଭୂଷଣ ବେହେରା l

35
ADVERTISEMENT

କଳାହାଣ୍ଡି,୨୦।୦୨(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଞ୍ଜ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା l ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ତାଙ୍କ ଭବାନୀପାଟଣା ହିଲ୍ ଟାଉନ୍ ଠlରେ ଥିବା ତିନି ମହାଲା କୋଠା, କାଲୋପାଳ ସ୍ଥିତ ତାଙ୍କ ଭାଇଙ୍କ ଘର ଏବଂ କଳାହାଣ୍ଡିର ଉତ୍ତର ବନ ବିଭାଗ ଅନ୍ତର୍ଗତ ଭଟାଙ୍ଗପଦର ସ୍ଥିତ କାର୍ଯ୍ୟାଳୟରେ ଚଢାଉ ଜାରି କରିଛି ।

Advertisement