ପେଟ୍ରୋଲ ପମ୍ପ୍ ର ହୋର୍ଡିଂ ପଡି ସମାଜବାଦୀ ପାର୍ଟି ନେତାଙ୍କ ମୃତ୍ୟୁ l

2
ADVERTISEMENT

ନୂଆଦିଲ୍ଲୀ,୧୬/୦୨(ଡ଼ି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶର ପ୍ରତାପଗଡ ରାସ୍ତାରେ ଏକ ପେଟ୍ରୋଲ ପମ୍ପ୍ ର ହୋର୍ଡିଂ ସମାଜବାଦୀ ପାର୍ଟିର ନେତା ଲାଲ ବାହାଦୁର ଯାଦବଙ୍କ କାର୍ ଉପରେ ପଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛିl ସେ ନିଜ କାରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଉଥିଲେ । ଫଳରେ ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Advertisement