ନୂଆଦିଲ୍ଲୀ,୧୪ /୧୨(ଡ଼ି.ଏଚ ବ୍ୟୁରୋ):-ତେଲଙ୍ଗାନାର ୧୧୬ଟି ମ୍ୟୁନିସିପାଲଟି ଓ ୭ଟି ମହାନଗର ନିଗମ ପାଇଁ ଗୁରୁବାର ଦିନ ଭୋଟ ଗ୍ରହଣ ହୋଇଥିବାବେଳେ ଗତକlଲି ଭୋଟ ଗଣତି ହୋଇଛି। ୧୧୬ଟି ମ୍ୟୁନିସିପାଲଟି ଅନ୍ତର୍ଗତ ୨୫୮୨ଟି ୱାର୍ଡ ମଧ୍ୟରୁ କଂଗ୍ରେସ ୧୩୪୬ଟି ୱାର୍ଡରେ ବିଜୟୀ ହୋଇଥିବାବେଳେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ୭୧୪ ଓ ବିଜେପି ୨୬୧ଟି ୱାର୍ଡରେ ବିଜୟୀ ହୋଇଛି।





















