ସୁବର୍ଣ୍ଣପୁର,୦୮/୦୨(ଡ଼ି.ଏଚ ବ୍ୟୁରୋ):-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାହାଜବାହାଲ ଗାଁ ନିକଟରେ ପୁଲିସର ଚଢାଉ ବେଳେ ବିପୁଳ ପରିମାଣର କଫ ସିରଫ ଜବତ ସହ ଘଟଣାରେ କଫ ସିରଫ ମାଫିଆ ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁ ଗିରଫ । ଏବଂ ୩ଜଣ ଫେରାର ହୋଇଥିବା ବେଳେ ବୋଲେରୋ ପିକଅଫ ଓ ହୋଣ୍ଡା ସିଭି ଗାଡି ଜବତ ହୋଇଛି । ଉକ୍ତ ଗାଡ଼ିରୁ ୯ହଜାର ବୋତଲ କଫ ସିରଫ ଜବତ କରାଯାଇଛି । ।



















