ଅନୁଗୁଳ ,୦୭/୨(ଡ଼ି.ଏଚ ବ୍ୟୁରୋ):-ଅନୁଗୁଳ ଜିଲା ନିଶା ଥାନା ଅନ୍ତର୍ଗତ ଜିନ୍ଦଲ ଏୟାର ଷ୍ଟ୍ରିପ ନିକଟରେ ବାଇକ୍ କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ l ଘଟଣାସ୍ଥଳରେ ବାଇକ ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକ ଦୁଇ ଜଣ ହେଲେ ସଦର ଥାନା ଅନ୍ତର୍ଗତ ନତଡା ଗ୍ରାମର ବିରେନ୍ଦ୍ର ସାହୁ ଓ କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଙ୍ଗା ଗ୍ରାମର ବୁଲୁ ପରିଡ଼ା ।ଉଭୟ ବାଇକ୍ ରେ ଜିନ୍ଦଲ କମ୍ପାନୀ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ l


















