ମହିଳା ଅତିରିକ୍ତ ତହସିଲଦାରଙ୍କୁ ପିଇଓ ଯୌନ ନିର୍ଯାତନା ଦେବା ଅଭିଯୋଗ ହୋଇଛି ।

1
ADVERTISEMENT

ଗଞ୍ଜାମ,୦୭/୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ ରେ ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ପଞ୍ଚାୟତ ନିର୍ବାହୀ ଅଧକାରୀ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଗୋଳନ୍ଥରା ଥାନାରେ ପଞ୍ଚାୟତ ନିର୍ବାହୀ ଅଧକାରୀଙ୍କ ନାଁରେ ଏ ସମ୍ପର୍କିତ ମାମଲା ରୁଜୁ ହୋଇ ଥିବାବେଳେ ଅଭିଯୁକ୍ତ ପିଇଓ ବିଷପିଇ ଗୁରୁତର ଅବସ୍ଥାରେ ଏମ୍କେସିଜି ଆଇସିୟୁରେ ଭର୍ତ୍ତି ।

Advertisement