ଯବାନଙ୍କ ବସର ପଛପଟୁ ଧକ୍କା ଦେଇ ଫେରାର ହେଲା ଟ୍ରକ l

9
ADVERTISEMENT

କେନ୍ଦୁଝର,୩୦/୦୧(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ତଡୁଆବାହାଳ ନିକଟରେ ଓ ଆଇ ଏସ ଏଫ ଯବାନଙ୍କ ବସର ପଛପଟୁ ଧକ୍କା ଦେଇ ଫେରାର ହୋଲା ଟ୍ରକ l ଫଳରେ ଉକ୍ତ ବସଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ସମସ୍ତ ଯବାନ ଆହତ ହେଇ ଚମ୍ପୁଆ ଓ ବାସୁଦେବପୁର ଡ଼ାକ୍ତରଖାନାରେ ଭର୍ତ୍ତି । ଏବଂ ଆହତଙ୍କ ମଧ୍ୟରୁ ୧୦ଜଣ ଗୁରୁତର ଥିବାବେଳେ ବସଟି ୨୮ଜଣ ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିଲା l

Advertisement