ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,୨ ଜଣଙ୍କର ମୃତ୍ୟୁ l

16
ADVERTISEMENT

କଳାହାଣ୍ଡି ,୨୪/୦୧(ଡ଼ି.ଏଚ ବ୍ୟୁରୋ):-କଳାହାଣ୍ଡି ଜିଲା କୋକସରା ଥାନା ଭାଲୁପଡା ଛକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହୋଇଛି l ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ ଦୁଇ ଜଣ ହେଲେ ଆମପାଣି ଥାନା କେନ୍ଦୁଡଙ୍ଗରୀ ଗାଁର ବବଲୁ ନାଏକ ଓ କୁନା ମାଝୀ । ଦୁହେଁ ଏକ ବିବାହ କାର୍ୟ୍ୟ ରେ ଯୋଗ ଦେଇ ଘରକୁ ଫେରୁଥିଲେ।

Advertisement