ADVERTISEMENT
Home ଆଞ୍ଚଳିକ ଟ୍ରକ୍ ଚାଳକ ଉପରେ ମାଡ଼ିଗଲା ଖଣି ବୋଝେଇ ଟ୍ରକ୍ l

ଟ୍ରକ୍ ଚାଳକ ଉପରେ ମାଡ଼ିଗଲା ଖଣି ବୋଝେଇ ଟ୍ରକ୍ l

39
ADVERTISEMENT

ସୁନ୍ଦରଗଡ,୨୪/୦୧(ଡ଼ି.ଏଚ ବ୍ୟୁରୋ):-ସୁନ୍ଦେରଗଡ ଜିଲ୍ଲା କୋଇଡା ଥାନା ଜଲଡିହି ଘାଟି ରାସ୍ତାରେ ଟ୍ରକ୍ ଚାଳକ ଉପରେ ମାଡ଼ିଗଲା ଖଣି ବୋଝେଇ ଟ୍ରକ୍ l ଟ୍ରକ୍ ଟି ଘାଟି ଉପରୁ ଆସୁଥିବା ବେଳେ ହଠୀତ୍ ବ୍ରେକ୍ ଫେଲ୍ ହୋଇଥିଲା। ଏଥିରେ ଟ୍ରକ୍ ଚାଳକ ଗାଡ଼ିରୁ ଡେଇଁବାକୁ ଚେଷ୍ଟା କରିଥିଲେ। ହେଲେ ନିଜ ଗାଡ଼ି ଗଡ଼ି ଯାଇ ନିଜ ଉପରେ ମାଡିଯାଇଥିଲା ।ଏବଂ ଖବର ପାଇ କୋଇଡା ଥାନା ପୋଲିସ ର ତଦନ୍ତ ଜାରି ।

Advertisement