ବାଲେଶ୍ୱର,୧୮।୦୧(ଡ଼ି.ଏଚ ବ୍ୟୁରୋ):- ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ନାମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ବାଇକ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଉଭୟ କମର୍ଦାରୁ ଜଳେଶ୍ୱର ଅଭିମୁଖେ ଯାଉଥିଲେ ।ଦୁଇ ମୃତକ ହେle କମର୍ଦା ଥାନା ବାଗ ଗାଁର ଗୌତମ ସାହୁ ଓ ଚିନ୍ମୟ ସାହୁ । ଏବଂ ପୋଲିସ ର ତଦନ୍ତ ଜାରି ।


















