ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗ ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀ l

29
ADVERTISEMENT

ଭୁବନେଶ୍ବର ୨୬।୧୨(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗ ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀ l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଜଗତସିଂହପୁର ମୁକୁନ୍ଦପୁର ପୈତୃକ ଘର, ଝାରପଡା ସ୍ଥିତି ଦୁଇଟି ବାସଭବନ, କୋରାପୁଟ ସେମିଲୁଗୁଡା ସ୍ଥିତି ସରକାରୀ କ୍ୱାର୍ଟର, ଓ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରି ବିପୁଳ ସୁନା ଗହାଣା, ନଗଦ ଟଙ୍କା ଜବତ କରିଛି ।

Advertisement