ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ l

34
ADVERTISEMENT

କେନ୍ଦୁଝର,୧୮/୧୨(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ l ତାଙ୍କ ପୁରୁଷ ବନ୍ଧୁଙ୍କ ଘରେ ତାଙ୍କରି ମୃତ୍ୟୁ ଘଟିଥିବାବେଳେ ପରିବାର ଲୋକେ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଅଭିଯୋଗ କରିଥିଲେ । ଏବଂ ଅଭିଯୋଗ ଆଧାରରେ ଟାଉନ୍ ଥାନା ପୋଲିସ ପୁରୁଷ ବନ୍ଧୁଙ୍କୁ ଗିରଫ କରି ଘଟଣାର ଛାନଭିନ୍ ଚଳାଇଛି ।

Advertisement