ନିଜକୁ ଜାଳିଦେଲେ ନାବାଳିକା କଲେଜ ଛାତ୍ରୀ l

48
ADVERTISEMENT

ସୁନ୍ଦରଗଡ଼,୦୭/୧୨(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଲାଞ୍ଜିବେର୍ଣ୍ଣାରେ ଜଣେ ନାବାଳିକା କଲେଜ ଛାତ୍ରୀ ଜଣେ ଅସାମାଜିକ ଯୁବକର ଅତ୍ୟାଚାର ସହି ନପାରି ଶେଷରେ ନିଜକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏବଂ ସେ ରାଜଗାଙ୍ଗପୁର ସରବତୀଦେବୀ ମହାବିଦ୍ୟାଳୟର +୩ ଛାତ୍ରୀ ଥିବାବେଳେ ସଙ୍କଟାପନ୍ନ ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Advertisement