ରାଉରକେଲାରେ ବଡ଼ ଧରଣର ସାଇବର ଠକେଇର ପର୍ଦାଫାଶ ହୋଇଛି ।

52
ADVERTISEMENT

ରାଉରକେଲା,୦୧/୧୨(ଡ଼ି.ଏଚ ବ୍ୟୁରୋ):-ରାଉରକେଲାରେ ବଡ଼ ଧରଣର ସାଇବର ଠକେଇର ପର୍ଦାଫାଶ ହୋଇଛି । କୋଟାକ ମହିନ୍ଦ୍ରା ଓ ଇଣ୍ଡସ ଇଣ୍ଡ ଆଦି କେତେକ ଘରୋଇ ବ୍ୟାଙ୍କର କର୍ମଚାରୀ ଏହି ଠକେଇର ମାଷ୍ଟର ମାଇଣ୍ଡ ହୋଇଥିବାବେଳେ ଏଥିରେ ସମ୍ପୃକ୍ତ ୩ ଜଣ ବ୍ୟାଙ୍କ କର୍ମଚାରୀ ଓ ଜଣେ ଦଲାଲକୁ ରାଉରକେଲା ସାଇବର ପୁଲିସ ଗିରଫ କରିଛି।

Advertisement