୫ ଜଣଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ।

39
ADVERTISEMENT

ଯାଜପୁର,୨୩/୧୧(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ସଦର ଥାନା ଅଧୀନ ଧୋବାଗଳି ଛକ ନିକଟରେ ୫ ଜଣଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଫଳରେ ୫ ଜଣ ଯାକ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍ କୁ ଜବତ କରିଛି । ହେଲେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିବା ସଫଳ ହୋଇଛ ।

Advertisement