ହେଭିଓେଟଙ୍କୁ ମୈଦାନକୁ ଓହ୍ଲାଇ ଭୋଟ ହାତେଇବାକୁ ବ୍ଲୁପ୍ରିଣ୍ଟ ବନାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ।

53
ADVERTISEMENT

ନୂଆପଡା,o୬/୧୧(ଡ଼ି.ଏଚ ବ୍ୟୁରୋ):-ନୂଆପଡା ନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଓ ନେତାଙ୍କ ପ୍ରଚାର ଜୋରଦାର ଚାଲିଥିବାବେଳେ ହେଭିଓେଟଙ୍କୁ ମୈଦାନକୁ ଓହ୍ଲାଇ ଭୋଟ ହାତେଇବାକୁ ବ୍ଲୁପ୍ରିଣ୍ଟ ବନାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଜେପି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିବାକୁ ଥିବା ବେଳେ ୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ପ୍ରଚାର ମୈଦାନକୁ ଓହ୍ଲାଇବେ ।

Advertisement