ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳରେ କାର୍ଯ୍ୟରତ ହୋମଗାର୍ଡଙ୍କର ଟ୍ରକ ଧକ୍କାରେ ମୃତ୍ୟୁ।

47
ADVERTISEMENT

ବାଲେଶ୍ୱର,୩୧/୧୦(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳରେ କାର୍ଯ୍ୟରତ ହୋମଗାର୍ଡଙ୍କର ଟ୍ରକ ଧକ୍କାରେ ମୃତ୍ୟୁ ।ଏବଂ ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ଥିବାବେଳେ ପୋଲିସ ସିମୁଳିଆ ନିକଟରୁ ଟ୍ରକକୁ ଜବତ କରି ଟ୍ରକର ଡ୍ରାଇଭର ଓ ହେଲ୍ପରଙ୍କୁ ଗିରଫ କରିଛି।

Advertisement