ଆଞ୍ଚଳିକକେନ୍ଦୁଝର ଭିଜିଲାନ୍ସ ଜାଲରେ କେନ୍ଦୁଝର ଚମ୍ପୁଆ ସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲର କିରାଣୀ ରୁପଚାନ୍ଦ ନାଏକ l By Dunia Halchal - September 11, 2025 54 Share FacebookTwitterPinterestWhatsApp ADVERTISEMENT କେନ୍ଦୁଝର,୧୧/୯(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କେନ୍ଦୁଝର ଚମ୍ପୁଆ ସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲର କିରାଣୀ ରୁପଚାନ୍ଦ ନାଏକ l ସେ ଜଣେ ହିତାଧିକାରୀଙ୍କ ଏରିଅର ଓ ପେନସନ ପେପର କରାଇ ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । Advertisement