ଜଗତସିଂହପୁର,୦୯/୯(ଡ଼ି.ଏଚ ବ୍ୟୁରୋ):-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ନରେନ୍ଦ୍ରପୁର ଅଞ୍ଚଳରୁ ୧୬ ଗ୍ରାମ ୫୨ ମିଲିଗ୍ରାମ ଓଜନର ବ୍ରାଉନସୁଗାର ଜବତ ସହ ଦୁଇ ଜଣ ଗିରଫ । ଏବଂ ତାଙ୍କ ନିକଟରୁ ନଗଦ ୧୭ ହଜାର ୪ ଶହ ଟଙ୍କା, ଦୁଇଟି ମୋବାଇଲ ଜବତ ହୋଇଥିବାବେଳେ ଜବତ ବ୍ରାଉନସୁଗାରର ଅନୁମାଲିକା ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କାର ହେବ ବୋଲି ସୂଚନା ।



















