ସୁବର୍ଣ୍ଣରେଖା ନଦୀରେ ଆସିଥିବା ବନ୍ୟାରେ ଲୋକେ ପ୍ରଭାବିତ ହୋଇଛନ୍ତି।

82
ADVERTISEMENT

ଭଦ୍ରକ,୨୬/୮(ଡ଼ି.ଏଚ ବ୍ୟୁରୋ):-ସୁବର୍ଣ୍ଣରେଖା ନଦୀରେ ଆସିଥିବା ବନ୍ୟାରେ ବାଲିଆପାଳ ବ୍ଲକର, ୯ଟି ପଞ୍ଚାୟତର ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ୫ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକେ ବେଶ ହଇରାଣ ହେଉଛନ୍ତି। ସେହିପରି ଜାମକୁଣ୍ଡା ଲକ-ବିଷ୍ଣୁପୁର, ନୟାବାଲି, କୁହ୍ଲାଚଡ, ଇକଡ଼ପାଳ, ତାଳପଦା ଆଦି ଗ୍ରାମକୁ ଯିବା ରାସ୍ତାରେ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି।

Advertisement