ନୂଆପଡ଼ା,୧୮/(ଡ଼ି.ଏଚ ବ୍ୟୁରୋ):-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲକ୍ଷ୍ମୀ ଛକ କଂସାରୀପଡାରେ ଲାଟ୍ରିନ ଟାଙ୍କିରୁ ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ । ମୃତକ ଖଡ଼ିଆଳ ଥାନା କୋଟେନମୁଣ୍ଡା ଗ୍ରାମର ରଘୁମାନୀ ହାତୀ ଓ ଛତା ଗ୍ରାମର ବାସୁଦେବ ଭୋଇ ହୋଇଥିବାବେକେ ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

















