Thursday, September 3, 2026
ADVERTISEMENT
Home ଆଞ୍ଚଳିକ ବୋମା ନେଇ ଯିବା ବେଳେ ଅପରାଧୀର ହାତରେ ଫୁଟିଗଲା ବୋମା ।

ବୋମା ନେଇ ଯିବା ବେଳେ ଅପରାଧୀର ହାତରେ ଫୁଟିଗଲା ବୋମା ।

92
ADVERTISEMENT

ଜଗତସିଂହପୁର ,୧୧/୮(ଡ଼ି.ଏଚ ବ୍ୟୁରୋ):-ଜଗତସିଂହପୁର କରେଇ ହାଟ ନିକଟରେ ଅପରାଧ ଘଟାଇବା ପାଇଁ ବୋମା ନେଇ ଯିବା ବେଳେ ଅପରାଧୀର ହାତରେ ଫୁଟିଗଲା ବୋମା । ସେ ଗୁରୁତର ହେବାରୁ ଅନ୍ୟ ସହଯୋଗୀମାନେ ତାକୁ ସେଠାରେ ଛାଡି ଫେରାର ।ଏବଂ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବୋମା ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Advertisement