ବିଲରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ।

55
ADVERTISEMENT

ଭଦ୍ରକ,୩୧/୭(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗେଲଟୁଆ ଅଞ୍ଚଳରେ ଏକ ବିଲରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ସ୍ଥାନୀୟ ଗାଁର ସନ୍ତୋଷ ମଲ୍ଲିକ ହୋଇଥିବାବେଳେ ସେ ବାଇକ୍ ରେ ତାଙ୍କ ବନ୍ଧୁଙ୍କ ସହ ଘରୁ ବାହାରିଥିଲେ । ତେଣୁ ସ୍ଥାନୀୟ ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ।

Advertisement