ଭିଜିଲାନ୍ସ ଜାଲରେ ବଲାଙ୍ଗୀରି ଜିଲ୍ଲା ଟିଟିଲାଗଡ଼ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀ l

65
ADVERTISEMENT

ଟିଟିଲାଗଡ଼,o୩/୭(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବଲାଙ୍ଗୀରି ଜିଲ୍ଲା ଟିଟିଲାଗଡ଼ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀ l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଟିଟିଲାଗଡ଼ ସ୍ଥିତ ସରକାରୀ ବାସଭବନ ପୂର୍ତ୍ତ ବିଭାଗ କାର୍ୟ୍ୟାଳୟ, ସମ୍ବଲପୁର, ବ୍ରଜରାଜନଗର, ଘର ସମେତ ତାଙ୍କ ଶ୍ୱଶୁର ଘର, ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉଜାରି ରହିଛି ।

Advertisement