କଳାହାଣ୍ଡି,୦୫/୬(ଡ଼ି.ଏଚ ବ୍ୟୁରୋ):-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଚାରବାହାଲ ଛକରେ ଛିଡ଼ା ହୋଇଥିବା ଟ୍ରକ୍ ର ପଛ ପଟୁ ପିଟିଲା ରଘୁନାଥ ଟ୍ରାଭେଲ ନାମକ ଯାତ୍ରୀବାହୀ ବସ୍ । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଏବଂ ଉକ୍ତ ଯାତ୍ରୀବାହୀ ବସ୍ tଭୁବନେଶ୍ୱରରୁ ଉମରକୋଟ ଯାଉଥିଲା ।

















