Friday, September 4, 2026
ADVERTISEMENT
Home ଆଞ୍ଚଳିକ ନୂଆପଡା ଏକତା ଛକରେ ବାଇକକୁ ଧକ୍କା ଦେଲା ଟ୍ରକ୍,ସ୍ତ୍ରୀଙ୍କର ମୃତ୍ୟୁ l

ନୂଆପଡା ଏକତା ଛକରେ ବାଇକକୁ ଧକ୍କା ଦେଲା ଟ୍ରକ୍,ସ୍ତ୍ରୀଙ୍କର ମୃତ୍ୟୁ l

101
ADVERTISEMENT

ନୂଆପଡା,୨୦/୫(ଡ଼ି.ଏଚ ବ୍ୟୁରୋ):-ନୂଆପଡା ଏକତା ଛକରେ ବାଇକକୁ ଧକ୍କା ଦେଲା ଟ୍ରକ୍ l ଦୁର୍ଘଟଣାରେ ବାଇକ ରେ ଥିବା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ଵାମୀ ଗୁରୁତର ଭାବେ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ।ଏବଂ ମୃତକ ସ୍ତ୍ରୀ ରୁକ୍ମିଣୀ ସାହୁ ହୋଇଥିବାବେଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisement