Thursday, September 3, 2026
ADVERTISEMENT
Home ଆଞ୍ଚଳିକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗାଁ ରାସ୍ତାରେ ପଡ଼ିରହିଛି ଯୁବକଙ୍କ ମୃତଦେହ ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗାଁ ରାସ୍ତାରେ ପଡ଼ିରହିଛି ଯୁବକଙ୍କ ମୃତଦେହ ।

112
ADVERTISEMENT

କଳାହାଣ୍ଡି,୧୨।୦୫ (ଡ଼ି.ଏଚ ବ୍ୟୁରୋ):- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗାଁ ରାସ୍ତାରେ ପଡ଼ିରହିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣକ ଚିଚିଆ ଗାଁର ରୋମାଞ୍ଚଳ ବୋଡ଼କିଆ ହୋଇଥିବାବେଳେ ତାଙ୍କୁ କେହି ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Advertisement