ନୀଳାଚଳ ଏକ୍ସପ୍ରେସ ଟ୍ରେନରେ ୪୦କିଲୋରୁ ଉର୍ଦ୍ଧ୍ବ ଓଜନର ଗଞ୍ଜେଇ ଜବତl

17
ADVERTISEMENT

ଭଦ୍ରକ,୧୧/୪(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଆରପି ପୋଲିସ ପକ୍ଷରୁ ନୀଳାଚଳ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳାଙ୍କ ନିକଟରୁ ୪ ଟି ବ୍ୟାଗରେ ୪୦ କିଲୋରୁ ଉର୍ଦ୍ଧ୍ବ ଓଜନର ଗଞ୍ଜେଇ ଜବତ ସହ ମହିଳା ଗିରଫ l ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିବାବେଳେ ମହିଳାଙ୍କ ଘର ଉତ୍ତର ପ୍ରଦେଶ ବୋଲି ସୂଚନା l

Advertisement