Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଏବଂ ତାଳନାଗି ପଂଚାୟତ...

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଏବଂ ତାଳନାଗି ପଂଚାୟତ ଅଧିକାରୀ ଦେବାନନ୍ଦ ସାଗର l

137
ADVERTISEMENT

କଳାହାଣ୍ଡି,୨୩/୩(ଡ଼ି.ଏଚ ବ୍ୟୁରୋ):- ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଏବଂ ତାଳନାଗି ପଂଚାୟତ ଅଧିକାରୀ ଦେବାନନ୍ଦ ସାଗର l । ସେ ସରକାରୀ ଅର୍ଥ ତଥା ୩ କୋଟି ୨୬ ଲକ୍ଷ ଟଙ୍କା ଆତ୍ମସାତ କରି ଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏବଂ ସମସ୍ତ ଟଙ୍କା ଏକ ଆପ ମାଧ୍ୟମରେ କ୍ରିକେଟ ବ୍ୟାଟିଂ ଖେଳିଥିବା ସୂଚନା ।

Advertisement