ଆଜି ରାଜ୍ୟର ଭୁବନେଶ୍ଵର,କଟକ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି।

109
ADVERTISEMENT

ଭୁବନେଶ୍ୱର,୨୩/୧(ଡି.ଏଚ୍.ବ୍ୟୁରୋ):-ଆଜି ରାଜ୍ୟର ଭୁବନେଶ୍ଵର ,କଟକ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଏପରିକି ୧୦ରୁ ୨୦ ମିଟର ଦୂରରୁ କିଛି ଦେଖାଯାଉନଥିବାବେଳେ ଯାହା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ ଆସନ୍ତା, ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Advertisement