Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଭାରସାମ୍ୟ ହରାଇ ହାଇୱାର...

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଭାରସାମ୍ୟ ହରାଇ ହାଇୱାର ପଛପଟୁ ପିଟିଲା ଟୁରିଷ୍ଟ ବସ୍ ।

171
ADVERTISEMENT

କେନ୍ଦୁଝର,୨୮/୧୨ (ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଭାରସାମ୍ୟ ହରାଇ ହାଇୱାର ପଛପଟୁ ପିଟିଲା ଟୁରିଷ୍ଟ ବସ୍ । ଫଳରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଡ୍ରାଇଭର୍ ଗୁରୁତର ଭାବେ ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି l

Advertisement