Thursday, August 20, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ସପ୍ତାହକ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ସପ୍ତାହକ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

162
ADVERTISEMENT

ଭୁବନେଶ୍ୱର,୨୮/୧୨ (ଡି.ଏଚ ବ୍ୟୁରୋ):-ରାଜ୍ୟରେ ସପ୍ତାହକ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେପଟେ କରୋନାର ନୂଆ ପ୍ରଜାତି ଜେଏନ୍.୧ ପାଇଁ ଦେଶବ୍ୟାପୀ କରୋନା ସଂକ୍ରମଣଙ୍କ ସଂଖ୍ୟା ୪ହଜାର ଟପିଥିବାବେଳେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜେଏନ୍.୧ ପ୍ରଜାତି ଦ୍ରୁତ ସଂକ୍ରାମକ ହେଲେ ବି ଏଥିରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କମ୍ ରହିଛି।

Advertisement