Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ନିକଟ ଭେଣ୍ଡିଙ୍ଗ୍ ଜୋନରେ ଭୟାବହ ଅଗ୍ନିକାଣ୍ଡ l

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ନିକଟ ଭେଣ୍ଡିଙ୍ଗ୍ ଜୋନରେ ଭୟାବହ ଅଗ୍ନିକାଣ୍ଡ l

116
ADVERTISEMENT

ଭୁବନେଶ୍ବର,୨୦/୧୨(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ନିକଟ ଭେଣ୍ଡିଙ୍ଗ୍ ଜୋନରେ ଭୟାବହ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡ ଯୋଗୁଁ ୧୧ଟି ଦୋକାନ ଜଳିପୋଡ଼ି ଭସ୍ମୀଭୁତ ହୋଇଯାଇ ଥିବାବେଳେ ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ଅଗ୍ନିବିପନ୍ନଙ୍କ ସହାୟତା ମିଳିବ ବୋଲି ସୂଚନା ଦେଇଛନ୍ତି l

Advertisement