Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଅମଳ କରିଥିବା ଧାନକୁ ଆନ୍ଧ୍ରବେପାରୀ ହାତକୁ କମ୍ ମୂଲ୍ୟରେ ଟେକି ଦେଉଛନ୍ତି ଚାଷୀ।

ଅମଳ କରିଥିବା ଧାନକୁ ଆନ୍ଧ୍ରବେପାରୀ ହାତକୁ କମ୍ ମୂଲ୍ୟରେ ଟେକି ଦେଉଛନ୍ତି ଚାଷୀ।

120
ADVERTISEMENT

ବ୍ରହ୍ମପୁର,୧୬/୧୨(ଡି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଚାଷୀ ଅମଳ କରିଥିବା ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିବା ପାଇଁ ଆଶା ରଖିଥିବା ବେଳେ ଏଯାବତ୍ ମଣ୍ଡି ଖୋଲିନଥିବାରୁ ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ବେପାରିକୁ ଧାନ ବିକ୍ରି କରୁଛି। ଏବଂ ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜୀକରଣ କରିଥିବା ବେଳେ ମଣ୍ଡି ଖୋଲିବାରେ ବିଳମ୍ବ ହେବା ଓ ଧାନବସ୍ତା ଗଚ୍ଛିତ ରଖିବା ସୁବିଧା ନଥିବାରୁ ବାଧ୍ୟ ହୋଇ ଉଚିତ ମୂଲ୍ୟ ପାଇବା ଆଶା ଛାଡ଼ି ଆନ୍ଧ୍ରବେପାରୀ ହାତକୁ କମ୍ ମୂଲ୍ୟରେ ଟେକି ଦେଉଛନ୍ତି।

Advertisement