Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଓପିଜିସିର ନୂତନ ଆସପଣ୍ଡ ଭୁଶୁଡ଼ି ପଡ଼ିବା ଫଳରେ ପାଉଁଶ ‘ସ୍ଲରି’ ଗାଁ ଭିତରକୁ ମାଡ଼ି ଆସିଲା।

ଓପିଜିସିର ନୂତନ ଆସପଣ୍ଡ ଭୁଶୁଡ଼ି ପଡ଼ିବା ଫଳରେ ପାଉଁଶ ‘ସ୍ଲରି’ ଗାଁ ଭିତରକୁ ମାଡ଼ି ଆସିଲା।

158
ADVERTISEMENT

କୁମ୍ଭାରବନ୍ଧ,୧୦/୧୨ (ଡି.ଏଚ ବ୍ୟୁରୋ):-ଝାରସୁଗୁଡ଼ା କୁମ୍ଭାରବନ୍ଧ ପଞ୍ଚାୟତ ଶରଧାପାଲି ଗ୍ରାମରେ ଥିବା ଓପିଜିସିର ନୂତନ ଆସପଣ୍ଡ ଭୁଶୁଡ଼ି ପଡ଼ିବା ଫଳରେ ପାଉଁଶ ‘ସ୍ଲରି’ ଗାଁ ଭିତରକୁ ମାଡ଼ି ଆସିଥିଲା।ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଉଚ୍ଚସ୍ଥାନକୁ ଚାଲିଯାଇ ଥିଲେ। ଏବଂ କ୍ଷତିପୂରଣ ଦାବିକରି ଆସପଣ୍ଡ ମୁଖ୍ୟ ଫାଟକ ସମ୍ମୁଖରେ ଉତ୍ତ୍ୟକ୍ତଲୋକେ ବିରୋଧ ପ୍ରଦର୍ଶନ କରିଥିଲେ।

Advertisement