Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଆଜି ଆଉ ୩୭ କୋଟି ଟଙ୍କା ମିଳିଛି।

ଆଜି ଆଉ ୩୭ କୋଟି ଟଙ୍କା ମିଳିଛି।

104
ADVERTISEMENT

ଭୁବନେଶ୍ୱର,୦୯/୧୨(ଡି.ଏଚ ବ୍ୟୁରୋ):-ଆୟକର ଫାଙ୍କି ଅଭିଯୋଗରେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥା ଶିବଗଙ୍ଗା ଆଣ୍ଡ କମ୍ପାନିଜ ର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥା ଉପରେ ଚଢ଼ଉ ଜାରିଥିବାବେଳେ ଦିନକୁ ଦିନ ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି ତାହା ଆଚମ୍ବିତ କଲାଣି। ଏପଟେ ସୁନ୍ଦରଗଡ଼ର ରାଜେଶ ଜୟସ୍ବାଲଙ୍କ ପୈତୃକ ଘରେ ଚଢ଼ଉ ବେଳେ ଆଜି ଆଉ ୩୭ କୋଟି ଟଙ୍କା ମିଳିଛି। ଯାହା ଆୟକର ଅଧିକାରୀମାନେ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି।

Advertisement