Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

111
ADVERTISEMENT

ଭୁବନେଶ୍ୱର,୦୭/୧୨(ଡି.ଏଚ ବ୍ୟୁରୋ):-ବାତ୍ୟା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା l କିନ୍ତୁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କୋରାପୁଟ ଜିଲ୍ଲା କୋଟିଆରେ ଭୂସ୍ଖଳନ ସହ ପାହାଡ଼ ଉପରୁ ପଥର ଧସିଥିବା ବେଳେ ନବରଙ୍ଗପୁର, ବରଗଡ଼, ନୂଆପଡ଼ା ପଭୃତି ଅଞ୍ଚଳରେ ଅମଳ ଧାନ ଭିଜି ନଷ୍ଟ ହୋଇଛି। ଏବଂ ପ୍ରବଳ ବର୍ଷାରେ ବ୍ରହ୍ମପୁର ଓ ଭୁବନେଶ୍ବର ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Advertisement