Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବନାଞ୍ଚଳରେ ମହାବଳ ବାଘର ଆତଙ୍କ।

ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବନାଞ୍ଚଳରେ ମହାବଳ ବାଘର ଆତଙ୍କ।

153
ADVERTISEMENT

ରାୟଗଡ଼ା,୦୨/୧୨(ଡି.ଏଚ ବ୍ୟୁରୋ):-ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବନାଞ୍ଚଳରେ ମହାବଳ ବାଘର ଆତଙ୍କ। ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଥିବା ଜାଣିବା ପରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। କିନ୍ତୁ ଗତକାଲିଠାରୁ ମୁନିଗୁଡ଼ା ବ୍ଲକର ତେଲେଙ୍ଗାପଦରରେ ବାଘର ଗତିବିଧି ବିଷୟରେ ଖବର ଶୁଣିବାକୁ ମିଳିଥିବା ବେଳେ ଆଜି ଶିବପଦର ପଞ୍ଚାୟତର ବନ୍ଧଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା-ଅମ୍ବାଦଳା ରାସ୍ତାର ଜଙ୍ଗଲ ମଧ୍ୟରେ ବାଘର ପଦଚିହ୍ନ ଦେଖିବାକୁ ମିଳିଛି।

Advertisement