Tuesday, November 3, 2026
ADVERTISEMENT
Home ଆଞ୍ଚଳିକ ଟ୍ରଲର ସହ ୬ ଜଣ ମସ୍ୟଜୀବୀ ଗିରଫ ।

ଟ୍ରଲର ସହ ୬ ଜଣ ମସ୍ୟଜୀବୀ ଗିରଫ ।

104
ADVERTISEMENT

ବ୍ରହ୍ମପୁର,(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ବେଆଇନ ଭାବେ ଏକ ପାରାଦୀପ ଟ୍ରଲର ମାଛ ମାରୁଥିବା ବେଳେ ବନ ବିଭାଗର ଚଢଉ l ଚଢଉ ବେଳେ ଟ୍ରଲର ସହ ୬ ଜଣ ମସ୍ୟଜୀବୀ ଗିରଫ । ସେମାନେ ହେଲେ ରମାକାନ୍ତ ସ୍ୱାଇଁ, ଭୁଦେବ ମଣ୍ଡଳ, ଶରତ ମଲ୍ଲିକ, କମଳକାନ୍ତ ମଲ୍ଲିକ, ନିମାଇଁ ଚରଣ ରାଉତ ୟଶବନ୍ତ ପ୍ରଧାନ ପ୍ରମୁଖ। ଗତ ନଭେମ୍ବର ମାସରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଚାଲୁରହିବା ଫଳରେ ସେହି ଅଞ୍ଚଳରେ ମାଛ ମାରିବା ପାଇଁ ବାରଣ କରାଯାଇଛି ।

Advertisement