Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ବୈପାରିଗୁଡ଼ା ଥାନା ଆଇଆଇସିଙ୍କ ଠାରୁ ଏଯାଏ ନଗଦ ୩୭ଲକ୍ଷ ୨୭ ହଜାର...

ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ବୈପାରିଗୁଡ଼ା ଥାନା ଆଇଆଇସିଙ୍କ ଠାରୁ ଏଯାଏ ନଗଦ ୩୭ଲକ୍ଷ ୨୭ ହଜାର ଟଙ୍କା ଜବତ ହୋଇଛି।

116
ADVERTISEMENT

ଭୁବନେଶ୍ୱର,୨୯/୧୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ଏଯାଏ ନଗଦ ୩୭ଲକ୍ଷ ୨୭ ହଜାର ଟଙ୍କା ଜବତ ହୋଇଛି। ଏବଂ ତାଙ୍କର ଗୋଟିଏ କ୍ରେଟା କାର, ବୁଲେଟ୍ ଓ ସ୍କୁଟି ରହିଥିବା ନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ।

Advertisement