Tuesday, November 3, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଲଜ ଏବଂ ଡର୍ମିଟାରୀ ଭିତରୁ ଜଣେ କେରଳୀ ମହିଳାଙ୍କ ମୃତଦେହ ଉଦ୍ଧାର ।

ବ୍ରହ୍ମପୁର ଲଜ ଏବଂ ଡର୍ମିଟାରୀ ଭିତରୁ ଜଣେ କେରଳୀ ମହିଳାଙ୍କ ମୃତଦେହ ଉଦ୍ଧାର ।

126
ADVERTISEMENT

ବ୍ରହ୍ମପୁର,୨୭/୧୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ବ୍ରହ୍ମପୁର ଲଜ ଏବଂ ଡର୍ମିଟାରୀ ଭିତରୁ ଜଣେ କେରଳୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ଅବଦୁଲ ପରିପାଲିପ ହୋଇଥିବାବେଳେ ସେ ନିଜ ସ୍ବାମୀ ସମସନ ଏସଙ୍କ ସହ କିଛି ଦିନ ତଳେ ବ୍ରହ୍ମପୁର ଆସି ଲଜରେ ଥିଲେ। ତେବେ ଘଟଣାସ୍ଥଳରେ ମୃତ ମହିଳାଙ୍କ ସ୍ବାମୀ ଉପସ୍ଥିତ ନଥିବାରୁ ସେ ଫେରାର ହୋଇଯାଇଥିବା ଅନୁମାନ କରାଯାଉ ଥିବାବେଳେ ବ୍ରହ୍ମପୁର ପୁଲିସର ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।

Advertisement