Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ...

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ।

115
ADVERTISEMENT

ବ୍ରହ୍ମପୁର,୨୨/୧୧(ଡି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ । ଉଭୟ ରାତି ପ୍ରାୟ ୧୨ଟାରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଏକ କାର ସେମାନଙ୍କୁ ଧକ୍କା ଦେଇଥିବା ସୂଚନା ।ଏବଂ ଦୁଇ ମୃତକ ହେଲେ ସାନଖେମୁଣ୍ଡି ପାଟପୁର ଥାନା ପୋଡାମାରି ଗ୍ରାମର ସୀମାଞ୍ଚଳ ପ୍ରଧାନ ଓ ପି. ରାମଚନ୍ଦ୍ରପୁରର ନିରୁ ମହାନ୍ତି।

Advertisement