Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମଦିନ।

ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମଦିନ।

139
ADVERTISEMENT

ଭୁବନେଶ୍ୱର,୨୧/୧୧(ଡି.ଏଚ ବ୍ୟୁରୋ):-ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମଦିନ। ସେ ବାଲ୍ୟକାଳରୁ ଅତ୍ୟନ୍ତ ବୁଦ୍ଧିମାନ, ସ୍ବାଧୀନଚେତା ଓ ସାହସୀ ଥିବାବେଳେ ୧୯୨୦ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହି ନାଗପୁର କଂଗ୍ରେସ ଅଧିବେଶନରେ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମୀ ପାଲଟିଥିଲେ। ଏବଂ ୧୯୨୩ ମସିହାରେ ସେ ବାଲେଶ୍ବର ଜିଲ୍ଲା ବୋର୍ଡ ଚେଆରମ୍ୟାନ ଭାବେ ନିର୍ବାଚିତ ହୋଇ ୧୯୨୪ ମସିହାରେ ସାପ୍ତାହିକ ‘ପ୍ରଜାତନ୍ତ୍ର’ ପ୍ରକାଶନ ଆରମ୍ଭ କରିଥିଲେ।

Advertisement