ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ବଡ଼ପଦର ଗ୍ରାମ ନିକଟରେ ଗୋମାଂସ ବୋଝେଇ ଟ୍ରକ୍ ଜବତ ।

101
ADVERTISEMENT

ବ୍ରହ୍ମପୁର,୨୦/୧୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ବଡ଼ପଦର ଗ୍ରାମ ନିକଟ ରେ ଗୋମାଂସ ବୋଝେଇ ଟ୍ରକ୍ (ଓଡ଼ି-୦୫-୯୯୨୧) ଜବତ । ଟ୍ରକ ରେ ୧୦ ଟନ୍ରୁ ଅଧିକ ଓଜନର ଗୋମାଂସ ଭଦ୍ରକରୁ ହାଇଦ୍ରାବାଦ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧାରୁ ବଜରଙ୍ଗ ଦଳର କିଛି କର୍ମୀ ଏହାକୁ ପିଛା କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରକ୍ଟିକୁ କାବୁ କରିବାରେ ସଫଳ ହୋଇଥିଲେ। ତେବ ଟ୍ରକ୍ ଚାଳକ ଓ ହେଲପର୍ ଘଟଣାସ୍ଥଳରୁ ଫେରାର ଥିବାବେଳେ ଚମାଖଣ୍ଡି ଥାନା ପୁଲିସର ତଦନ୍ତ ଜାରି ।

Advertisement