Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ତ୍ରିପୁରା ସୀମାରେ ବିଏସ୍ଏଫ୍ ର ଜଣେ ଓଡ଼ିଆ ଯବାନ ସହିଦ ।

ତ୍ରିପୁରା ସୀମାରେ ବିଏସ୍ଏଫ୍ ର ଜଣେ ଓଡ଼ିଆ ଯବାନ ସହିଦ ।

116
ADVERTISEMENT

ଭୁବନେଶ୍ୱର,୧୮/୧୧(ଡି.ଏଚ ବ୍ୟୁରୋ):-ତ୍ରିପୁରା ସୀମାରେ ବିଏସ୍ଏଫ୍ ର ଜଣେ ଓଡ଼ିଆ ଯବାନ ସହିଦ । ସେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ଈଶ୍ବର ଚନ୍ଦ୍ର ଦୋରା ହୋଇଥିବାବେଳେ ୨୦୦୯ ମସିହାରେ ବିଏସ୍ଏଫ୍ ରେ ଯୋଗ ଦେଇ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲେ। ଏବଂ ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ତାଙ୍କର ମରଶରୀର ସକାଳୁ ଉଦ୍ଧାର ହୋଇଥିଲା। ଏନେଇ ସହିଦ ଯବାନଙ୍କ ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି।

Advertisement