Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଛତ୍ରପୁର (ଆର୍ଟିଓ) କାର୍ଯ୍ୟାଳୟରେ ଛତ୍ରପୁର ପୁଲିସ ୪ ଜଣ ଦଲାଲକୁ ଗିରଫ କରି...

ଗଞ୍ଜାମ ଜିଲ୍ଲା ଛତ୍ରପୁର (ଆର୍ଟିଓ) କାର୍ଯ୍ୟାଳୟରେ ଛତ୍ରପୁର ପୁଲିସ ୪ ଜଣ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।

118
ADVERTISEMENT

ବ୍ରହ୍ମପୁର,୧୫/୧୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଛତ୍ରପୁର (ଆର୍ଟିଓ) କାର୍ଯ୍ୟାଳୟରେ ଛତ୍ରପୁର ପୁଲିସ ୪ ଜଣ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏବଂ ସେମାନଙ୍କ ଠାରୁ ୭ଟି ଆର୍ସି ବୁକ୍ ,୧୨ଟି ଗାଡ଼ି ଲାଇସେନ୍ସ୍, ୮ଟି ଲର୍ଣ୍ଣିଂ ଲାଇସେନ୍ସ୍ ଓ ୪ଟି ମୋବାଇଲ୍ ଫୋନ ଜବତ କରିଥିବାବେଳେ ଗିରଫ ଅଭିଯୁକ୍ତମାନେ ହେଲେ, ଛତ୍ରପୁର ଥାନା କୁମାରବେଗପଲ୍ଲୀ ଗ୍ରାମର ରବୀନ୍ଦ୍ର କୁମାର ଗୌଡ଼, ପାଲିଆଛତ୍ରପୁରର ଜଗନ୍ନାଥ ସାହୁ, ଛତ୍ରପୁର କଲେଜ ଛକ ଅଞ୍ଚଳ ବାସିନ୍ଦା ମହମ୍ମଦ ଆଲାଉଦ୍ଦିନ୍ ଏବଂ ବ୍ରହ୍ମପୁର କାମ୍ପସାହି ତୃତୀୟ ଲାଇନର ପି.ଚନ୍ଦ୍ରଶେଖର।।

Advertisement