Thursday, August 20, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ଉଭୟ ସ୍ୱାମୀ, ସ୍ତ୍ରୀ ଭୁବନେଶ୍ବର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସାରି...

ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ଉଭୟ ସ୍ୱାମୀ, ସ୍ତ୍ରୀ ଭୁବନେଶ୍ବର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଧକ୍କା ଦେଲା କାର୍ ।

119
ADVERTISEMENT

ଭୁବନେଶ୍ୱର,୧୪/ ୧୧(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ଉଭୟ ସ୍ୱାମୀ ସ୍ତ୍ରୀ ଭୁବନେଶ୍ବର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସାରି ପlର୍କିଙ୍ଗ କରିଥିବା ନିଜ ଗାଡ଼ି ପାଖକୁ ଫେରୁଥିବାବେଳେ ଧକ୍କା ଦେଲା କାର୍ । ଏଥିରେ ସ୍ବାମୀ ଜୁରିନାଥ ଗୁରୁତର ଭାବେ ଆହତ ହୋଇଥିବାବେଳେ ସ୍ତ୍ରୀ ସୁଲୋଚନା ମହାନ୍ତି କାର୍ ଧକ୍କାରେ ଚାପି ହୋଇ ମୃତ୍ୟୁ ବାରଣ କରିଛନ୍ତି l ଫଳରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ କୃଷ୍ଣଚନ୍ଦ୍ର ବେହେରାକୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement