ADVERTISEMENT
Home ଆଞ୍ଚଳିକ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ଡୁଡୁକା ପଲ୍ଲିଶ୍ରୀ ନୋଡାଲ୍ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗିରଫ।

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ଡୁଡୁକା ପଲ୍ଲିଶ୍ରୀ ନୋଡାଲ୍ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗିରଫ।

157
ADVERTISEMENT

ବଲାଙ୍ଗୀର,୧୧/୧୧(ଡି.ଏଚ ବ୍ୟୁରୋ):-ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ଡୁଡୁକା ପଲ୍ଲିଶ୍ରୀ ନୋଡାଲ୍ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ କୁମାର ସେଠ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବା ଅଭିଯୋଗରେ ବଲାଙ୍ଗୀର ଟାଉନ ଥାନା ପୁଲିସ ଗିରଫ କରିଛି। ଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଛାନଭିନ ଚାଲିଥିବା ବେଳେ ତାଙ୍କର ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା।

Advertisement