ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍ କଲେଜ ଓ ଡାକ୍ତରଖାନା ଅଧ୍ୟକ୍ଷ ସୁଦର୍ଶନ ବେହେରା ଡାକ୍ତର।

140
ADVERTISEMENT

ଭୁବନେଶ୍ୱର,୧୦/୧୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍ କଲେଜ ଓ ଡାକ୍ତରଖାନା ଅଧ୍ୟକ୍ଷ ସୁଦର୍ଶନ ବେହେରା ଡାକ୍ତର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଶ୍ରୀରାମଚନ୍ଦ୍ରପୁରର ନହଳାସ୍ଥିତ ଘର, ଜୟପୁରସ୍ଥିତ ଘର, ପୁରୀ ସଦର ବ୍ଲକ କାଶୀହରିପୁରସ୍ଥିତ ଘର, ସାକ୍ଷୀଗୋପାଳର ଗୋପୀନାଥ ଡାକ୍ତରଖାନା, ଗୋପ ଥାନା ସୋରିସିଆପଡ଼ାର ଶିମିଳି ଗାଁରେ ଥିବା ଘର, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍ କଲେଜ ଓ ଡାକ୍ତରଖାନା କାର୍ଯ୍ୟାଳୟ, ସମ୍ବଲପୁର ସିଆରପିଏଫ୍ କ୍ୟାମ୍ପସସ୍ଥିତ କ୍ବାର୍ଟର ଆଦି ସ୍ଥାନରେ ଏକକାଳୀନ ଚଢ଼ଉ ଜାରିଥିବା ସୂଚନା ।

Advertisement