ADVERTISEMENT
Home ଆଞ୍ଚଳିକ ଆଜି ଭୁବନେଶ୍ୱର-ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ସେବା ଆରମ୍ଭ।

ଆଜି ଭୁବନେଶ୍ୱର-ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ସେବା ଆରମ୍ଭ।

120
ADVERTISEMENT

ଭୁବନେଶ୍ୱର,o୬/୧୧(ଡି.ଏଚ ବ୍ୟୁରୋ):-ଆଜି ଭୁବନେଶ୍ୱର-ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବ। ସପ୍ତାହର ସୋମବାର ଓ ଶୁକ୍ରବାର ଏହି ବିମାନ ଉଡ଼ିବ।ନେଇ ଟ୍ବିଟ୍ କରି ସୂଚନା ଦେିଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ଓ୍ବାନ୍ ଏୟାର। ପ୍ରାରମ୍ଭିକ ଅଫରରେ ୨୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ। ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ବିମାନ ଚାଲିବ।

Advertisement